- ପ୍ରଥମ ଭାରତୀୟ ଭାବେ କୋହଲିଙ୍କର ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟିରେ ପହଞ୍ଚିଲା
- ବୁର୍ଲା ଭିସୁଟରେ ମିଛ କୋରୋନା ରିପୋର୍ଟ ନେଇ ତନାଘନା । ଆଣ୍ଟିଜେନ କିଟ୍ ଯୋଗାଇଥିବା କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ଓସ୍କାର ମେଡିକେୟାର କମ୍ପାନିକୁ କାରଣ ଦର୍ଶାଅ ନୋଟିସ । ୩ ଦିନ ଭିତରେ ଉତ୍ତର ଦେବାକୁ ଓଡ଼ିଶା ରାଜ୍ୟ ଔଷଧ ନିଗମର ନୋଟିସ