କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନର କଟକଣା । ରାଜ୍ୟ ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ନଚେତ ୨ ପର୍ଯ୍ୟାୟ ଟିକା ନେଇଥିବା ବାଧ୍ୟତାମୂଳକ । ଶ୍ରୀମନ୍ଦିରରେ ବାହାର କାଠ ନିକଟରୁ ଦର୍ଶନ

Facebook Comments

Leave a Reply

Your email address will not be published. Required fields are marked *