- ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ; ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ; କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ; ଏଣିକି ସିଏଚ୍ସିରେ ମଙ୍ଗଳ, ବୁଧ, ଶୁକ୍ରବାର ଟିକା ଦିଆଯିବ; ରବିବାର ବନ୍ଦ; ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକା
- ସାମ୍ପ୍ରତିକ ସମାଜର ସ୍ଥିତିକୁ କଲମ ମୁନରେ ପରଖି ସୁଧାରିବା ଲକ୍ଷ୍ୟରେ ରେଣୁବାଳା