- ରୁକୁଣା ରଥଯାତ୍ରା ନେଇ BMC ଅଫିସରେ ବୈଠକ ଶେଷ । ବିନା ଭକ୍ତରେ ରୁକୁଣା ରଥଯାତ୍ରା ନେଇ ବୈଠକରେ ନିଷ୍ପତ୍ତି । ସେବାୟତ ଓ ପୋଲିସ ରଥ ଟାଣିବା ନେଇ ବୈଠକରେ ନିଷ୍ପତ୍ତି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ବଦଳିପାରେ କହିଲେ ଅତିରିକ୍ତ ଜିଲ୍ଲାପାଳ
- ବିଶ୍ବବିଦ୍ୟାଳୟ ହେଲା କଟକ ମଧୁସୂଦନ ଲ’ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଏପ୍ରିଲ ୨୮ରୁ କାର୍ଯ୍ୟକାରୀ ହେବ । ମଧୁସୂଦନ ଲ’ କଲେଜ ଅଧୀନରେ ଥିବା କଲେଜ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ