ଭୁବନେଶ୍ବର ୟୁନିଟ-୧ ସ୍ଥିତ SBI ମୁଖ୍ୟ ଶାଖା ସିଲ୍ । ଅଧିକ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ SBI ଶାଖା । ପୂର୍ବରୁ ବ୍ୟାଙ୍କକୁ ୨ ଦିନ ପାଇଁ ସିଲ୍ କରିଥିଲା BMC

Facebook Comments

Leave a Reply

Your email address will not be published. Required fields are marked *