- ଭୁବନେଶ୍ବରରେ ଭିନ୍ନକ୍ଷମ କେନ୍ଦ୍ରରେ ଯୌନ ନିର୍ଯାତନା ମାମଲା । ତାଲିମ କେନ୍ଦ୍ରର ମହିଳା ପ୍ରଶାସକ ମଧୁ ମଞ୍ଜରୀ ଧଳ ଗିରଫ । ମଧୁଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ
- କଟକ ଦରଘାବଜାର ଅଞ୍ଚଳରେ ଲାଗିଲା ସିସିଟିଭି । ମଙ୍ଗଳାବାଗ ଓ ପ୍ରେସଛକଠାରେ ମଧ୍ୟ ଲାଗିଲା ସିସିଟିଭି । ଡିସିପିଙ୍କ କାର୍ଯ୍ୟାଳୟରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ହେବ