- କଟକ: ଘର ଭିତରେ ମହିଳାଙ୍କୁ ଗଳା କାଟି ବିଭତ୍ସ ହତ୍ୟା; ଚାଉଳିଆଗଞ୍ଜ ଥାନା ଶିଖରପୁର ଉପରସାହିରେ ହତ୍ୟାକାଣ୍ଡ; ହତ୍ୟାର କାରଣ ଅସ୍ପଷ୍ଟ; ମହିଳାଙ୍କ ଦିଅରକୁ ଅଟକ ରଖି ପୁଲିସ୍ର ତନାଘନା
- ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି, ନିଜେ ଟୁଇଟ୍ କରି ସୂଚନା ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ, ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ତେନ୍ଦୁଲକର