- ଗଞ୍ଜାମରୁ ଉଦ୍ଧାର ହାତୀଛୁଆ ପୁରୁଷ ନୁହେଁ ମାଈହାତୀ ସୂଚନା । ଡାକ୍ତରୀମାଇନା ପରେ ମାଈହାତୀ ଥିବା କହିଲେ ଡିଏଫ୍ଓ । ହାତୀର ଆନୁମାନିକ ବୟସ ୫ ମାସ, ନାଭିରେ ସଂକ୍ରମଣ ରହିଛି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଉଛି । ସେରେଲାକ, ଲାକ୍ଟୋଜିନ ସହ ଦିନକୁ ୩ ଲିଟର କ୍ଷୀର ପିଉଛି ହାତୀଛୁଆ
- ୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇର ପର୍ଦ୍ଦାଫାସ । ୨୨ଟି ଫେକ୍ କମ୍ପାନି କରି ଜାଲିଆତି କରାଯାଇଥିବା ଅଭିଯୋଗ । ବାଲିଅନ୍ତା ଅଞ୍ଚଳରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ଜିଏସ୍ଟି ବିଭାଗ । ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିକୁ ଗିରଫ କଲା ଜିଏସ୍ଟି ବିଭାଗ । ସୂଚନା ଦେଲେ ଜିଏସ୍ଟି କମିସନର ଏସ୍. କେ. ଲୋହାନୀ