ପଶ୍ଚିମରୁ ପୂର୍ବ ମୁହାଁ କାଳ ବୈଶାଖୀ । ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର 21 ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ବଜ୍ରପାତ ବର୍ଷା ସହ 50ରୁ 60 କିମି ବେଗରେ ବହିପାରେ ପବନ । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ।

Facebook Comments

Leave a Reply

Your email address will not be published. Required fields are marked *