ଆଗାମୀ ୩ ସପ୍ତାହ ଯାଏ ଝାରସୁଗୁଡ଼ାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ । କୋରୋନା ସଂକ୍ରମଣ ରୋକିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ସାପ୍ତାହିକ ହାଟ ବନ୍ଦ ନେଇ ଟ୍ବିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ । ପରିବା ଓ ଖାଦ୍ୟ ସାମଗ୍ରୀ ବିଭିନ୍ନ ସ୍ଥାନରେ ବିକିବା ବ୍ୟବସ୍ଥା ହେବ

Facebook Comments

Leave a Reply

Your email address will not be published. Required fields are marked *