ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନ ବିଭାଗକୁ ମିଳିଛି ବିପୁଳ ସଫଳତା । ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଚୋରା ଚାଲାଣ ଲାଗି ପ୍ରସ୍ତୁତି ହୋଇ ରହିଥିବା ୫୯ ଟି ସାଇଜ଼ ଶାଳ କାଠ ଜବତ କରାଯାଇଛି ।

Facebook Comments

Leave a Reply

Your email address will not be published. Required fields are marked *