ସେଞ୍ଚୁରିଅନ୍ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ, ୧୧୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍‌ରେ ବିଜୟୀ, ସିରିଜ୍‌ରେ ୧-୦ରେ ଆଗୁଆ | ସ୍କୋର: ଭାରତ-୩୨୭ ଓ ୧୭୪; ଦ.ଆଫ୍ରିକା-୧୯୭ ଓ ୧୯୧ ସାମି ଓ ବୁମ୍‌ରାଙ୍କୁ ୩ଟି ଲେଖାଏଁ ୱିକେଟ, ସିରାଜ ଓ ଅଶ୍ବିନଙ୍କୁ ୨ଟି ଲେଖାଏଁ ୱିକେଟ

Leave a Reply

Your email address will not be published. Required fields are marked *