ଆଜି ରାମ ନବମୀ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା ରିତିନୀତିରେ ହେବ ରାମଜନ୍ମ ନୀତି। ମଧ୍ୟାହ୍ନଧୂପ ପରେ ଅପରାହ୍ନ ୪ଟାରୁ ରାତି ଆଠଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଆଜି ରଥ ନିର୍ମାଣ ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ। ବିଧିପରମ୍ପରା ଅନୁଯାୟୀ କଟକ ଖପୁରିଆ ସ’ମିଲରେ ରଥକାଠ ଚିରଟ ଅନୁକୂଳ ହେବ

Read more

ଭୁବନେଶ୍ବର ରାମ ମନ୍ଦିର ଆଗରେ ୧ ପ୍ଲାଟୁନ ଫୋର୍ସ ମୁତୟନ । ରାମନବମୀରେ ଭିଡ଼ ଏଡାଇବା ପାଇଁ କଠୋର ହେଲା ପୋଲିସ । ମନ୍ଦିର ଆଗରେ ଦୀପ ଜାଳିବା ଓ ଫୁଲ ବିକ୍ରୀ କରିବା ଉପରେ କଟକଣା । ଭିଡ଼କୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଲା କମିସନରେଟ ପୋଲିସ

Read more

ଟିକାର ଅଭାବ ଅଭିଯୋଗ ଭିତରେ କେଉଁ ରାଜ୍ୟ କେତେ କରୋନା ଟିକା ନଷ୍ଟ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। କିଛି ରାଜ୍ୟରେ ଟିକାର ଅଭାବ ରହିଥିବା

Read more

ଭୁବନେଶ୍ୱରରେ ସର୍ବନିମ୍ନ ୩ କିମି ପାଇଁ ଯାତ୍ରୀଙ୍କୁ ମୁଣ୍ଡପିଛା ଅଟୋ ଭଡ଼ା ୨୦ଟଙ୍କା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଥିବାବେଳେ ରାଜଧାନୀ ଅଟୋରିକ୍ସା ମହାସଂଘ ସାଧାରଣ

Read more

ଆଜି ବିଶିଷ୍ଟ ଔପନ୍ୟାସିକ ତଥା ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତିଙ୍କ ଜୟନ୍ତୀ । ସାହିତ୍ୟ ଜଗତରେ ନିଜ ଅନବଦ୍ୟ କୃତି ମାଟିମଟାଳ, ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଭଳି କାଳଜୟୀ ରଚନାରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ଚିର ସ୍ମରଣୀୟ ହୋଇ ରହିବେ ଗୋପୀନାଥ ମହାନ୍ତି

Read more

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ ହଜାର ୮୪୧କୁ ବୃଦ୍ଧି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୨୬ ଲକ୍ଷ ୮୬ ହଜାର ୪୩୫ କୁ ବୃଦ୍ଧି । କୋରୋନାରୁ ସୁସ୍ଥ ହେଲେଣି ୧୨ କୋଟି ୧୧ ଲକ୍ଷ ୮୭ ହଜାର ୫୬୩ । ବିଶ୍ବର ୨୧୯ଟି ଦେଶରେ କାୟା ମେଲାଇଛି କୋରୋନା

Read more

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨,୬୧,୫୦୦ ପଜିଟିଭ, ୧୫୦୧ ମୃତ

ନୂଆଦିଲ୍ଲୀ: ଦେଶରେ ସର୍ବକାଳୀନ ରେକର୍ଡ କରିଛି ମହାମାରୀ କରୋନା। କରୋନାର ଦ୍ୱିତୀୟ ଲହର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିବାର ଭାରତରେ ଦୈନିକ ସଂକ୍ରମଣ ସବୁ ପୁରୁଣା ରେକର୍ଡକୁ

Read more

ଯୁଗ୍ମ ପ୍ରବେଶିକା ପରୀକ୍ଷା ସ୍ଥଗିତ, କରୋନା ସଂକ୍ରମଣ ଦୃଷ୍ଟିରେ ରଖି JEE ମେନ୍ ସ୍ଥଗିତ ରଖାଯାଇଛି, ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବା ନେଇ NTA ପକ୍ଷରୁ ସୂଚନା, ଚଳିତ ମାସ ୨୭, ୨୮, ୩୦ରେ ହେବାର ଥିଲା ପରୀକ୍ଷା

Read more

ହାଇଦରକୁ ଫେରାର ଷଡ଼ଯନ୍ତ୍ର ଘଟଣାରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ସମେତ ୩ ଜଣ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ କମିଶନରେଟ ପୋଲିସ ଶନିବାର ଦିନ ଆଉ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ

Read more