ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନରେ ଦେବାଳିଆ ଘୋଷିତ। ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ବ୍ରିଟେନ ହାଇକୋର୍ଟ । ସାରା ବିଶ୍ବରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ଅନୁମତି। ଭାରତୀୟ ବ୍ୟାଙ୍କଗୁଡ଼ିକୁ ବି ସମ୍ପତ୍ତି ଜବତ ପାଇଁ ଅନୁମତି । ବ୍ରିଟେନ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିପାରିବେନି ମାଲ୍ୟା।

Read more

ହାଇଦରକୁ ଏନ୍‌କାଉଣ୍ଟର ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କମିସନଙ୍କ ନିର୍ଦେଶ । ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି

Read more

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି.ଏସ୍‌ ୟେଦିୟୁରପା । ଇସ୍ତଫା ଘୋଷଣା ବେଳେ ଭାବବିହ୍ବଳ ହେଲେ ୟେଦିୟୁରପା । ଗତ ୨ ବର୍ଷ ଧରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଥିଲେ ୟେଦିୟୁରପା । ଆଜି ୟେଦିୟୁରପାଙ୍କ ୪ର୍ଥ ପାଳିର ୨ ବର୍ଷ ପୂରଣ ହେଲା । ଅପରାହ୍‌ଣରେ ରାଜ୍ୟପାଳଙ୍କୁ ଭେଟିବେ ୟେଦିୟୁରପା

Read more

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ 5T ସଚିବ IAS ଭି. କାର୍ତ୍ତିକେୟନ ପାଣ୍ଡିଆନ, ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମର ସମୀକ୍ଷା କଲେ, ୨୦୨୨ ଜୁନ୍‌ ସୁଦ୍ଧା ସରିବ ବସ୍‌ ଟର୍ମିନାଲ କାମ, ଖର୍ଚ୍ଚହେବ ୧୮୦ କୋଟି | ପରିଦର୍ଶନ ବେଳେ 5T ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର, CMଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, BMC କମିସନର ଓ ଇଡ୍‌କୋ ED ଭୂପିନ୍ଦର ପୁନିଆ ଉପସ୍ଥିତ ଥିଲେ

Read more

ମହାରାଷ୍ଟ୍ର ବନ୍ୟାରେ ସରକାରୀ ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି । ୯୯ ଜଣ ଲୋକ ନିଖୋଜ, ୩,୨୨୧ ଗୃହପାଳିତ ପଶୁଙ୍କ ମୃତ୍ୟୁ । କାଲି ରାତି ସୁଦ୍ଧା ୧.୩୫ ଲକ୍ଷ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ । ମହାରାଷ୍ଟ୍ରର ୮୭୫ ଗାଁ ପ୍ରଭାବିତ, ୫୩ ବନ୍ୟା ବିପନ୍ନ ଗୁରୁତର ଆହତ

Read more

ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ-୨୦୨୦ର ଉଦ୍‌ଘାଟନ। ଉଦ୍‌ଘାଟନୀ ସମାରୋହରେ ତ୍ରିରଙ୍ଗା ଧରିଲେ ମନପ୍ରୀତ ସିଂହ ଓ ମ୍ୟାରିକମ୍ । କୋଭିଡ ମୃତକଙ୍କ ଉଦ୍ଦେଶ୍ୟରେ କ୍ରୀଡ଼ାବିତଙ୍କ ନୀରବ ପ୍ରାର୍ଥନା । ଆଜିଠୁ ଅଗଷ୍ଟ ୮ ଯାଏ ଚାଲିବ ଟୋକିଓ ଅଲିମ୍ପିକ୍ସ-୨୦୨୦।

Read more

TMC ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍‌ ନିଲମ୍ବିତ, ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ରାଜ୍ୟସଭାରୁ ଶାନ୍ତନୁ ନିଲମ୍ବିତ, କାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରୁ ପେପର୍‌ ଛଡ଼ାଇ ନେଇଥିଲେ

Read more

ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ

ପୁରୀ : ସରିଲା ଘୋଷଯାତ୍ରା। ୧୨ ଦିନର ଏହି ଲୀଳାଖେଳା ଶେଷ ପରେ ଆଜି (ଶୁକ୍ରବାର) ଚତୁର୍ଦ୍ଧାବିଗ୍ରହ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି

Read more