- କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦଲାଲ ହଟାଅ ଅଭିଯାନ । ଘରୋଇ ଆମ୍ବୁଲାନ୍ସକୁ ବଡ଼ ଡାକ୍ତରଖାନା ପରିସର ମନା । ରୋଗୀ ଛାଡ଼ିବା ପରେ ମେଡିକାଲରେ ରହି ପାରିବନି ଘରୋଇ ଆମ୍ବୁଲାନ୍ସ । ଦଲାଲଙ୍କ କଥାରେ ନ ପଡ଼ିବାକୁ ସବୁ ୱାର୍ଡରେ ସଚେତନ କରାଯିବ । ମେଡିକାଲ କର୍ମଚାରୀ ସଂପୃକ୍ତ ଥିଲେ ହେବ କାର୍ଯ୍ୟାନୁଷ୍ଠାନ
- ଛାତ୍ର ନେତା ମହେଶ ପ୍ରସାଦ ସାହୁଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । କାରକେଡ ରିହର୍ସାଲ ବେଳେ କାର୍ଯ୍ୟରତ ଟ୍ରାଫିକ ପୋଲିସକୁ ଗାଳି ଗୁଲଜ ଅଭିଯୋଗ । କ୍ୟାମ୍ପସ ସୁରକ୍ଷା କର୍ମୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ଗିରଫ ପରେ ମହେଶ ସାହୁଙ୍କୁ କୋର୍ଟ ଚାଲାଣ କଲା ପୋଲିସ