ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା । ୩ ବିଜେପି ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି । ନିଲମ୍ବନ ବିରୋଧରେ ବିଜେପି ସଦସ୍ୟଙ୍କ ଧାରଣା । ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ BJP ସଦସ୍ୟ । ବିରୋଧୀ ଦଳ ନେତାଙ୍କ ସମେତ ବିଜେପି ବିଧାୟକଙ୍କ ପ୍ରତିବାଦ

Facebook Comments

Leave a Reply

Your email address will not be published. Required fields are marked *