ନବନିଯୁକ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ । ୪୮ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍‌ ଏନ୍‌. ଭି. ରମନ୍ନା । ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୨୨ ଅଗଷ୍ଟ ୨୬ ଯାଏ ଦାୟିତ୍ବରେ ରହିବେ

Facebook Comments

Leave a Reply

Your email address will not be published. Required fields are marked *