ଯାଜପୁର ପ୍ରସିଦ୍ଧ ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି । ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ । କୋଭିଡ ନିୟମ ମାନି ରଥଯାତ୍ରା କରାଯାଉ । ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୧୭ରେ ହେବ ବିରଜାଙ୍କ ରଥଯାତ୍ରା ।

Facebook Comments

Leave a Reply

Your email address will not be published. Required fields are marked *